by Rasmita Nath ✓ · 25 May 2019
କୋହଲା ପବନର ଧୀର ପରଶରେ ଭରିଯାଏ ଯୌବନରେ ମାଦକତା ଶିରି ଶିରି ପାଣି ସୁଅରେ ଧାଡି ଧାଡି ପାଣିଫୋଟକା ମାନେ ଅକାଳରେ ଫାଟିଯାଉଥାନ୍ତି ଜଣେଇଦେଇ ଜୀବନର କ୍ଷଣ ଭଙ୍ଗୁରତା
Loading comments…
Comments
Loading comments…