by pratap nayak ✓ · 11 Nov 2018
କେତେ ଖୁସି...... କେତେ ଦୀପ ପୁଣି କେତେ ବାଣଫୁଟା ସାରା ଗାଁଟାକୁ ଗିଳିଛି ଧୁଆଁରେ... ସଭିଂକ ଦୁଆରେ ନିଆଁ ହୁଳା ଭୋଗରାଗ ଡାକ.... ବଡବଡୁଆ ହୋ..
Loading comments…
Loading comments…