by BISWESWAR MAJHI ✓ · 30 Jul 2020
ଭୂତାଣୁ ସାଥିରେ କାଳେ ଆସିବ ଥୋକେ ଭୁଲିଲେଣି ବଜାର ଦ୍ରବ୍ୟ। ଚୁଳ ବଢିଲାଣି ଋଷି ପରାୟେ ସେଲୁନ୍ ବିପଦ ଅଧିକ ଭୟେ। ଅତ୍ୟାବଶ୍ୟକ ସଜ୍ଞା ନିରୂପଣ ସୃଷ୍ଟି କଲାଣି ସମସ୍ୟା ଭୀଷଣ ।
Loading comments…
Comments
Loading comments…