by Parshuram Biswal ✓ · 25 Jul 2017
ହେ ଦୀନବନ୍ଧୁ କାଳିଆ ଠାକୁର ଗିରି ଗୋବର୍ଦ୍ଧନ ଧାରୀ କଅଣ ୟାଙ୍କର ହେଇଚି କେଜାଣି କିଛି ମୁଁ ପାରୁନି ବାରି ଦିନରାତି ଖାଲି ଟଙ୍କା, ଜମି, ଜାଗା ନିଘାରେ ହୁଅନ୍ତି ଘାରି ।
Loading comments…
Comments
Loading comments…