by Binata Mohanta ✓ · 2 Dec 2021
ଏହି ମଧୁର ମିଳନରେ ଜନ୍ମ ନେଲେ ମହର୍ଷି ବ୍ୟାସଦେବ ତପୋବଳେ ଋଷି ପରାଶର ଦେଖିଲେ ଦୃଶ୍ୟ ଅପୂର୍ବ କୈବର୍ତ୍ତ ବାଳିକାକୁ ନଦୀ ବ୍ରାହ୍ମଣୀ ରୂପେ କଲେ ସେ ରୂପାନ୍ତରିତ ତେବେ ଠାରୁ ଧରା ବକ୍ଷେ ପବିତ୍ର ବ୍ରାହ୍ମଣୀ ହେଉଅଛି ପ୍ରବାହିତ
Loading comments…
Comments
Loading comments…