by Biswanath Nayak ✓ · 30 Jun 2019
ବେଳାଭୂଇଁ ଭାଙ୍ଗି ପଡେନାହିଁ। ସାହାସ ଓ ଧୈର୍ଯ୍ୟ ନେଇ ସତ୍ୟକୁ ସାମ୍ନା କରେ। ସାହାସ ଆଉ ଧୈର୍ଯ୍ୟ ତ ଜୀବନର ସଂଗ୍ୟା। ଏ ଲହଡି କ୍ଷଣସ୍ଥାୟୀ, ଆସିବ ଓ ଯିବ, ଜୀବନର ଦୁଖ ସୁଖ ଚକ୍ର ପରି, ଏ ଜୁଆର ଭଟ୍ଟା ପାଲଟିବ।
Loading comments…
Comments
Loading comments…