by Tankadhar Majhi ✓ · 13 Jul 2020
ମୋ ଆଶଙ୍କା ବାଦଲ ଉପରେ ବେଳେବେଳେ ସେ ଲୁଚାଇଦିଏ ମୋ ଅଗଣାର ଜହ୍ନକୁ... ଆଉ ମୁଁ ଖୋଜି ଖୋଜି ଶେଷରେ ଶୋଇପଡ଼େ ଏକାକୀ
Loading comments…
Comments
Loading comments…