by Mr.GAGAN BIHARI NAYAK ✓ · 3 Mar 2022
ରାତିକୁ କରିଛି ସାଥୀ ତୁମ ବିନା । ଫେନିଳ ସୁରାର ଗନ୍ଧେ । ସାଥୀ ବଦଳରେ ସାକୀକୁ ଧରି ମୁଁ। ଚାଲିଛି ଦୁନିଆଁ ଦାଣ୍ଡେ । ମଧୁଶାଳା ଏବେ ମୂକ ପାଲଟିଛି । ସାକ୍ଷୀ ପାଲଟିଛି ଜଡ
Loading comments…
Loading comments…