by DILIP KUMAR SAHOO ✓ · 25 May 2021
ଭାବର ସାଗର ଭାବରେ ସୁନ୍ଦର ଭାବେ ଭାବମୟ ଧରା ଭାବରେ ଭରସା ଭାବର ବରଷା ଭାବରେ ଭୁବନ ତୋରା ଭାବକୁ ବୁଝିଲେ ଭାବରେ ମଜ୍ଜିଲେ ଭବ ଦୁଃଖ ଯିବ ସରି
Loading comments…
Loading comments…