by Bharatabandhu Biswal ✓ · 1 Jul 2022
ଚାଲନ୍ତି ଆଗରେ ଭ୍ରାତ ବଳରାମ ମଧ୍ୟେ ଭଗ୍ନୀ ସୁନାଚାନ୍ଦ ଗହଳୀ ଲଗାଇ ଆସୁଥାନ୍ତି ପଛେ ଭାବଗ୍ରାହୀ ଭଗବାନ କାଳିଆ ଜଗତନାଥ ନିର୍ନିମେଷ ତାର ଚକାନୟନକୁ ଚାହିଁ ଦେଲେ ହରେ ଦୁଃଖ ।
Loading comments…
Comments
Loading comments…