by Mamatamanjari Das ✓ · 19 Nov 2020
ହାତ ଦୁଇଟିକୁ ଏପରି ରଖିଛୁ ବାହୁ ପ୍ରସାରିଣ ଡାକୁଛୁ ସତେ ତୋ ଭକ୍ତିରେ ଯିଏ ଡୁବି ଯାଏ ଥରେ କୁହେ ସେ ବନ୍ଧନେ ବାନ୍ଧିଦେ ମୋତେ
Loading comments…
Loading comments…