by Pranati Mahapatra ✓ · 18 Sept 2021
ଜଳ ମଧ୍ୟେ ଭାସି ଥଳକୂଳ ଭୁଲି ଠିକଣା ହଜାଇ ଖୋଜୁଥିଲି, ଅନାହାରେ ଥିଲି ଅମୃତ ପିଇଲି ସୁନା ଫରୁଆରେ ରହୁଥିଲି, କେତେ କେତେ ଦିନୁ ଭାବୁଥିଲି ପତିତପାବନ ନେତରେ ମୋ ମୁହଁ ନିତି ମୁଁ ପରଶ ପାଉଥିଲି।
Loading comments…
Loading comments…