by Chittaranjan Parida ✓ · 16 May 2020
ରୋମନ୍ଥନ କରୁଥିଲା ବୋଧେ ପିଲାଦିନ କଥା ଧୂଳିଖେଳ, ସାଙ୍ଗସାଥି ଆଉ ମା'କୋଳ, ଯୌବନରେ ସାଉଁଟି ଥିବା ପୋଳା ପୋଳା ସ୍ଵପ୍ନ ତା'ପ୍ରେମ, ପ୍ରେମୀସାଥେ ବୁଲିଥିବା ନଦୀ କୂଳ। ପ୍ରୌଢ଼ରେ ପିଲାମାନଙ୍କ ସହିତ ବାଣ୍ଟିଥିବା ସ୍ନେହ ଗଢ଼ିଥିବା ସୁନ୍ଦର
Loading comments…
Loading comments…