by ସୁମନ୍ତ ସାହୁ ✓ · 9 Jan 2022
ଏଇ ସମୟ ଘଡିର ଟିକ୍ ଟିକ୍ ଶବ୍ଦରେ ମୋ ହୃଦୟର ସ୍ପନ୍ଦନକୁ ମୁଁ ଆଜି ମାପୁଛି.. ନିଃଶବ୍ଦ ଧ୍ୱନିର ଲମ୍ବାଲମ୍ବା ପାହୁଣ୍ଡ ପକାଇ ଚୁପିଚୁପି ଆସିଯାଅ, ଥରୁଟିଏ ପାଖେ ବସି ମୋର ଭାରାକ୍ରାନ୍ତ ଭାବନାକୁ ମାରିଦିଅ !!
Loading comments…
Comments
Loading comments…