by Kumudabandhu Naik ✓ · 24 Jun 2019
କେବେ ଚିତ୍ର ଲାଗେ ଉଚ୍ଚ ଗିରି ଶୄଙ୍ଗ କୈଳାସ ପର୍ବତ ପରି। କେବେ ପୁଣି ଲାଗେ ଶିବଙ୍କ ଜଟାରୁ ଝରେ ମନ୍ଦାକିନୀ ଵାରି।
Loading comments…
Loading comments…