by Sunanda Mohanty ✓ · 10 Jul 2021
ତୁମେ ତ ଆମର ସୁନା ମାଣିକ ଶ୍ରେଷ୍ଠ ସହୋଦର ଶ୍ରେଷ୍ଠ ବଣିକ ତୁମେ ଯୋଗୀର ଭୋଗିର ପୁଣି ସଂସାରୀର କାହାର ନୁହଁ କୁହ ଆହେ ରକ୍ଷକ ଶେଷରେ ଗୁହାରୀ କାଇଁଚମାଳିଆ ଶୋଇ ଯାଅନି ଖାଇ ଷାଠିଏ ପଉଟି ଅନ୍ନ ଥାଳିଆ
Loading comments…
Comments
Loading comments…