by Bharatabandhu Biswal ✓ · 2 Nov 2021
ଜୀବନ ରଥର ତୁ ତ ସାରଥି ବାମନ ମଧୁସୂଦନ ତ୍ରିଗୁଣ ରଜ୍ଜୁକୁ ଭିଡି କଷି ଧରି ପଥ ଅନୁକୂଳେ ଟାଣ ବଡ଼ଦାଣ୍ଡେ ତୋର ଧୂଳିକଣା ହୋଇ ଲଭେ ସୁଶୀତଳ ଛାୟା ।
Loading comments…
Loading comments…