by Pinku Ranbida ✓ · 20 Nov 2020
ତୋର୍ ପାହାତଲେ କରୁଛେ ପୂଜା ଉପାସ୍ ,ବରତ୍ ରଖି, ଦୁଃଖ୍ ମନା କରବୁ ନାଇଁ ଗୋ ମାଁ ମୋର୍ ଭାଏ ମୋର୍ ଆଖି । ସବୁ ଦୁଃଖ୍ ବିପଦ୍ ମତେ ଦେବୁ ଭାଏ କେ ରଖିଥିବୁ ସୁଖେ, ମୋର୍ କିରିଆଁ ଲାଗ୍'ଲା ମାଁ ତତେ ଉପାସ୍ ରହୁଛେ କେତେ ଦୁଖେ ।
Loading comments…
Comments
Loading comments…