by Kalpana Kumari Pradhan ✓ · 21 Jul 2021
ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲା ଅଶ୍ରୁବହେ ବେନି ନେତ୍ରେ ll ମୋ ଜୀବନ ପଛେ ରଖ କି ନ ରଖ ମୋ ବେନି ଶାବକ ରଖ l ତୁମବିନୁ କେହି ସଂସାର ରେ ନାହିଁ ହରିବାକୁ ମୋର ଦୁଃଖ ll ସ୍ମିତହାସ୍ୟ ବହି ଶ୍ରୀକୃଷ୍ଣ
Loading comments…
Loading comments…