by Sanjay Kumar ✓ · 28 Aug 2017
ରଜ ଦୋଳି କଟମଟ, କାହାରି ଭାଗ୍ୟ କେମିତି ଖେଳୁଛି କହିବାଟା ଭାରି କଷଟ । ଶିଶୁ ଠାରୁ ବୃଦ୍ଧ ଆମେ ସମସ୍ତେ ଦୋଳି ଖୋଲିବାକୁ ଭଲପାଉ । ମାତ୍ର ସମସ୍ତଙ୍କର ଦୋଳି ଖେଳ ଭିନ୍ନଭିନ୍ନ ହୋଇଥାଏ । ବେଳେବେଳେ ଭାଗ୍ୟ ମଧ୍ୟ ସମସ୍ତଙ୍କୁ ଦୋଳିରେ ଝୁଲାଇଥାଏ । ଭାଗ୍ୟ ଦୋଳି ଆମ କର୍ମ ହାତରେ ଲଗାମ ଧରାଇ ଦେଇଥାଏ ।
Loading comments…
Loading comments…