by shibaram dalai ✓ · 28 May 2019
ଅଜଣା ରାଇଜେ ତୁମକୁ ଖୋଜୁ ଖୋଜୁ କେତେବେଳେ ଜୀବନ ଦୀପରୁ ଘିଅତକ ସରିଗଲାଣି ତାହା ମୁଁ ଜାଣେନା ଖାଲି ଆଶା ରୂପୀ ସଳିତା ଖଣ୍ଡିକ ଜଳୁଛି କେବଳ ଟିକିଏ ସୁଖ ପାଇଁ
Loading comments…
Loading comments…