by Lokanath Rath ✓ · 27 Jul 2021
ଭାଇ ରୁଷି ଗଲେ, ଭଉଣୀ ମନାଏ, ଭଉଣୀକୁ ସଦା ଭାଇ ହିଁ ତ ବୁଝାଏ. ଭଉଣୀର ସୁଖର ସପନ ଭାଇ ସଦା ଦେଖୁଥାଏ, ଭାଇର ଦୁଃଖରେ ସଦା ଭଉଣୀ ସାଥୀ ହୋଇଥାଏ.
Loading comments…
Comments
Loading comments…