by SushreeBaisakhi Sahoo ✓ · 25 May 2021
ମୋ ଠୁ ମତେ ଯିଏ ଅଧିକ ଜାଣିଛି , ସବୁ ବେଳେ ସାଥିରେ ଥାଏ ଶକ୍ତି ହୋଇ କହିଲେ ବି ହାତ ଛାଡି ଦୂରେ ଯାଏ ନାହିଁ , ନା ନା ସେ ଆଉ କେହି ନୁହେଁ ସେ ମୋ ଭାଇ
Loading comments…
Comments
Loading comments…