by Pranati Mahapatra ✓ · 21 May 2019
ଘର ମେରୁଦଣ୍ଡପରି ଥାଆନ୍ତି ତ ବାପା ବାୟୁପାଣି ଦାନ ପରି ଦାନ ତାଙ୍କ ସଫା, ଧରିତ୍ରୀଠୁ ବଡ଼ ପୁଣି ଆକାଶଠୁ ଉଚ୍ଚ , ସ୍ନେହ ପ୍ରେମ ତ୍ୟାଗ ତାର ନୁହେଁ କାହା କଛ।
Loading comments…
Comments
Loading comments…