by BISWESWAR MAJHI ✓ · 10 Aug 2019
ଶେଷେ ଦେଶ ଆମ ସ୍ୱାଧୀନ ହୋଇଲା ବାକି ସବୁ ଈତିହାସ ଧରାବୁକେ ବୃହତ୍ତମ ଗଣତନ୍ତ୍ର "ବନ୍ଦେ ମାତରମ୍" ଉଚ୍ଛ୍ୱାସ । ଅଗଷ୍ଟ ନଅଟି ଅଗଷ୍ଟ ପନ୍ଦର ପାଇଁ ପଥ ପରିଷ୍କାର ସ୍ମରଣୀୟ ହେଉ "ଭାରତ ଛାଡ଼" ଆନ୍ଦୋଳନ ଆପଣାର ।
Loading comments…
Loading comments…