by Nrusingha Narayan Tripathy ✓ · 5 May 2022
କେତେ ବୀର ନାରୀ ନର ରଖିଗଲେ ନାମ ତୋର ନେତାଜୀ ସର୍ଦ୍ଦାର ଲାଲ ସେ ବାଲ ପାଲ ବାଜି ଗୋପବନ୍ଧୁ ଗାନ୍ଧୀ ନାଇଡୁ ଇନ୍ଦିରା ଗାନ୍ଧୀ ମାତୃଭୂମି ଦେଶ ପାଇଁ ଯେ ପ୍ରାଣ ଦେଲ ମହାନ ମୋ ଦେଶ ଭାରତ ଗାଇବା ତାହାର ଗାଥା ପଢି ଅତୀତ
Loading comments…
Comments
Loading comments…