by Santosh Kumar Nayak ✓ · 1 Jul 2020
ହସିଲା ମୁରୁକି କହିଲା ରାଗିକି ଜାଣିନୁ ତୁ ମୂଢମତି, ମୁହିଁ ପରା ତୋର ଅତି ଅପଣାର ଭାରତୀୟ ଅର୍ଥନୀତି; କରୋନା ସାଧିଛି ଦାଉ, ସୁନ୍ଦର ରୂପ ମୋ ଲୁଟି ନେଇଗଲା ଫେରି କି ପାଇବି ଆଉ ?
Loading comments…
Comments
Loading comments…