by Debabrata Mishra ✓ · 18 Jun 2019
ସେ ଆମ୍ବ ବଉଳର ବାସ୍ନା, ସେ ତାରାମେଳେ ଜହ୍ନ ଜ୍ୟୋସ୍ନା ପିଲାବେଳର ସୁନାଦିନ ଗୁଡ଼ିକ ନଷ୍ଟ ହୋଇନି ସ୍ମରଣ ଅଛି ବୋହୁଚୋରୀ ଖେଳ ରେ ବାରବାର କଳିର ସେ କୋଳାସେଇଠ ସେଇଠି ହିଁ ଅଛି ପ୍ରାଣ ଦେଶର ବର୍ତମାନ ଓ ଭବିଷ୍ୟତର ଦେଖିବାରେ ଭୁଲ କରୁଛେ ଆମେମାନେ, ଆଖି ଆମ ସହରରେ
Loading comments…
Comments
Loading comments…