by Suresh chandra Padhy ✓ · 25 Jan 2022
ଭଡା ଘର ପ୍ରତି ଆସକ୍ତି ନ ରଖିବୁ ତୁରେ ଅମୃତ ସନ୍ତାନ ଈଶ୍ୱରଙ୍କ ଜାଣିବୁ ଆସି ଅଛୁ ଏକା ଯିବୁ ଏକା ହୋଇରେ ଭଡା ଘର ପ୍ରତି ମୋହ ରଖୁ କାହିଁ ପାଇଁରେ
Loading comments…
Comments
Loading comments…