by Nibedita Mishra ✓ · 3 Feb 2022
ସେବେ ପର୍ଯ୍ଯନ୍ତ ରହେ ଶରୀର ର ଏଇ ଭଡା ଘରେ ଜୀବନ ଯେ ପର୍ଯ୍ଯନ୍ତ ଦେଇ ଚାଲିଥାଏ ସେ ବୟସ ର କଡା ପାଉଣା। ସରିଗଲେ ବୟସ ର କିସ୍ତି ସମୂହ ଖୋଜେ ଜୀବନ ନୁଆ ଘର ଏକ ଭଡା ଘର ଶରୀର ଛାଡି ଜୀବନ ଆବୋରେ ଅନ୍ଯ ଶରୀର।
Loading comments…
Comments
Loading comments…