by Binodini Dash ✓ · 22 Sept 2020
ଭଦ୍ରମୁଖା ପିନ୍ଧି ଲୋକ ଦେଖାଣିଆ ତୁଣ୍ଡ ପେଟକୁ ଅଲଗା, କରି ବିଭତ୍ସତା ରୂପ ମନ ମଧ୍ୟେ ସାଇତେ ଯେଉଁ ଅଭାଗା, ନୁହେଁ ସେ ହିତାକାଂକ୍ଷୀ, ସମାଜ ମଙ୍ଗଳ ସାଧନରେ କେବେ ନଥାଏ ତାହାର ଆଖି, ସେତ କାହା ଭଲେ ନୁହେଁ ସାଖି ।
Loading comments…
Loading comments…