by Hasyamayee Raj ✓ · 1 Jul 2019
ତ୍ରିତଳ ପ୍ରାସାଦ ଗାଡି, ଘୋଡା ମଠା ଲୋଡାନାହିଁ ଏ ଜଗତେ ମୋ ଛୋଟ କୁଡିଆ ସରଗଠୁ ବଡ ତମେ ଥିଲେ ମୋର ସାଥେ । ସୁଖର ସପନେ ମନ ଯେବେ ଭାସେ ବିବେକ ଚେତେଇ ଦିଏ ଅଶାନ୍ତିର ନିଆଁ ଭରିଚି ସେ ସୁଖେ
Loading comments…
Loading comments…