by Padmalaya Mishra ✓ · 13 Jun 2021
ମୋହ-ମାୟା , ଲୋଭ-ହିଂସା ମନରେ ଖଞ୍ଜିଲ ଚକ୍ଷୁ ଦେଇ ଦୃଷ୍ଟିରେ ବିଭାଜନ କଲ ପାଟି ଦେଲ ଅଶାଳୀନ ଭାଷା ବି ଦେଲ ଜିହ୍ଵା ଦେଲ ରକ୍ତର ସ୍ଵାଦ ବି ଚଖେଇଲ ମନରେ ଖାଲି ପ୍ରେମ ନଦେଇ ଘୃଣାଭାବ ବି ଜନ୍ମେଇଲ ଭଗବାନ ତୁମେ ଏ କଣ କଲ ?
Loading comments…
Comments
Loading comments…