by Balaram Barik ✓ · 11 Oct 2020
ଆପଣ କିଛି ବହି ବାଣ୍ଟିଥିଲେ କି ? ସେ ବହିର ପୃଷ୍ଠା ପରେ ପୃଷ୍ଠାର ଭୁଲ୍ ବ୍ୟାଖ୍ୟାନ କରୁଛି ମାନବ ନିତିଦିନ। କେଉଁ ଜିନିଷ ଆପଣଙ୍କର ପ୍ରିୟ ? ଭକ୍ତି ନା ଧର୍ମ ନାମରେ ବଳି ଆପଣଙ୍କ ନାଁ ତ ବିକ୍ରି ହେଉଛି ବଜାରେ।
Loading comments…
Loading comments…