by Prasanta kumar Hota ✓ · 25 Feb 2019
ନା ଅଛି ମୁଁ ନା ଅଛ ତୁମେ ଅଛି ମୁକ ସାକ୍ଷୀ ହୁଡା ମନେ ପଡେ ତୁମ ପ୍ରୀତି ସଙ୍ଗ ସୁଖ ହୁଡା ତଳ କୃଷ୍ଣଚୂଡ଼ା।
Loading comments…
Loading comments…