by Prafulla Chandra Mishra ✓ · 15 Jul 2022
ସାତରଙ୍ଗ ରଙ୍ଗ ଝୋଟି ର ତରଙ୍ଗ ସମ ବାସବ କାର୍ମୁକ ଗୋଧୂଳି ଲଗନେ ଡାଆଣିଆ ଖରା ଶୀତଳିତ ସୂର୍ଯ୍ୟାଲୋକ ।। ଝିଙ୍କାରି ଶବଦ ସ୍ତିମିତ* ହେଲାଣି ଭ୍ରମର ଶଦ୍ଦ ଗୁଞ୍ଜନ ଗୁଞ୍ଜରିତେ ଗୀତିମୟ ଗୁଞ୍ଜରଣ ବୀଣାପାଣି ବୀଣା ଭ୍ରମ ।।
Loading comments…
Loading comments…