by TAPASWINI BEHERA ✓ · 25 Jun 2019
ଫିଙ୍ଗି ପାରିବ ତା ଅନ୍ତରର ଏକାନ୍ତତାକୁ!!! ତାର ବି ସମୟ ସରିଯିବ, ଆଜି ଏଠି, କାଲି ଆଉ କୋଉଠି। ଯାଯାବରର ବାଲିଘର, ରଙ୍ଗମଞ୍ଚର କଳାକାର ପରି, ଯାତ୍ରା ପରର ଇତି ପରେ ଆଲୁଅ ଲିଭିଯିବ ତା ଚାରିକଡ଼ର ପୃଥିବୀ ହେବ ଶୂନଶାନ୍,ନିର୍ଜୀବ ଆଉ ଅନ୍ଧକାର... କେଉଁ ଥୁଣ୍ଟା ବୃକ୍ଷର ନୀରସ ଡାଳପ
Loading comments…
Loading comments…