by Surjyakanta Dash ✓ · 28 Oct 2020
ତଥାପି ସେ ଅପେକ୍ଷା କରେ ବଦଳି ଯାଏ ଋତୁ ଭିଜି ଭିଜି ଶ୍ରାବଣରେ ସିଝି ସିଝି ପ୍ରଚଣ୍ଡ ଗ୍ରୀଷ୍ମରେ ଶିରି ଶିରି ପବନରେ ଆଉ ପାଣିର ଗାରରେ ଆସିବେ କି ତାର ହୃଦୟର ଠାକୁର
Loading comments…
Comments
Loading comments…