by Karttik Sethi ✓ · 24 Aug 2017
ସ୍ୱାଧିନତା ର ଅନେକ ବର୍ଷ ବିତିଗଲେ ମଧ୍ୟ ଆଜି ବି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆମେ ପରାଧୀନତା ର ଦାସତ୍ୱ ରୁ ମୁକୁଳି ପାରୁନାହୁଁ ।ଆକୁମାରୀ ହିମାଳୟ ପର୍ଯ୍ୟନ୍ତ ସବୁଠାରେ ଠିକାଦାର ମାନେ ଗରିବ ମାନଙ୍କୁ ଶୋଷଣ କରିବାରେ ବ୍ୟସ୍ତ । ତା' ପାଇଁ ସରକାର ଙ୍କ ଧ୍ୟାନ ନାହିଁ ।
Loading comments…
Loading comments…