by Tikeshwar Sahu ✓ · 30 Sept 2020
ଛୋଟ ଘରଟିରେ ଆମ ପରିବାର ସପନର ସୌଦାଗର, ବିକିଛୁ ସପନ ଆଣିଛୁ ଗଗନ ମିଠା ଗନ୍ଧ ପବନର |୪| ବାଡ଼ି ଆମ୍ବଗଛ ନଈ ତାର ପଛ ଟିକି ଟିକି ତାରା ମାଛ, ତୋଟାମାଳ ଛାଇ ଅଜା ସାଙ୍ଗେ ଆଈ ଉଙ୍କିମାରେ ଜଳ ସ୍ବଚ୍ଛ |୫|
Loading comments…
Loading comments…