by Bharatabandhu Biswal ✓ · 6 Jun 2021
ସହରର ପ୍ରଦୂଷଣ ଧୂଳି ଧୂଆଁ ପିଇବାକୁ ତା ସନ୍ତାନ ନ ଯିବେ ପ୍ରବାସ ମହକି ଉଠିବ ପୁଣି ଭିଟାମାଟି ଜଡ଼ ପ୍ରାଣ, ଖୋଜିବେ ତା ବୁକୁପରେ ତା ସନ୍ତାନ ଜୀବନର ଅମୃତ ନିର୍ଯ୍ୟାସ
Loading comments…
Comments
Loading comments…