by Bunee Tripathy ✓ · 30 Sept 2020
ମୋ ମାଟି ମାଆ ପାଇଁ ଦେବି ମୁଁ ଜୀବନ ଡରିବିନି ମୃତ୍ଯୁକୁ ଦେଉ ସେ ସମନ। ଜଳିଥିଲା ଦିନେ ମୋର ଏନ୍ତୁଡି ଏ ଘରେ ଷଠି ପଞ୍ଚୁଆତି ପୁଣି ପାଳିଲେ ତାପରେ।
Loading comments…
Comments
Loading comments…