by Suresh chandra Padhy ✓ · 17 Apr 2021
ଜଣାଇଲ ତୁମେ ପ୍ରଭୁଙ୍କୁ ବିଶ୍ୱବାସୀଙ୍କୁ କରହେ ମୁକତି ପର ଦୁଃଖେ କାନ୍ଦୁଥିଲ ତୁମେ, କୋହେ ଭରୁଥିଲା ତୁମ ଛାତି ତୁମେ ଅବତାରି ପର ହିତ କାରି, ଝୁରିବ ମାନବ ଜାତି
Loading comments…
Comments
Loading comments…