by Prabhati Mahapatra ✓ · 27 May 2021
ସକଳେ ବୋଲନ୍ତି ଚିନ୍ତାମଣି ତାଙ୍କୁ ବହୁତ ଧିକ୍କାର କଲା ସେଠାରୁ ଚଳିଲେ ଯେମନ୍ତେ ବାହାର ଦୁଆର ପକାଇ ଦେଲା । ରାସ୍ତା ଘାଟ ବୁଲି ପାଦେ ପାଦେ ଚାଲି ପ୍ରଭୁ ନାମ ତୁଣ୍ଡେ ଧରି ଆପାଦମସ୍ତକ ଶୁଦ୍ଧ ପବିତ୍ର କି ହରି ନାମ ସ୍ମରି ସ୍ମରି ।
Loading comments…
Comments
Loading comments…