by Kalandi pal ✓ · 11 Jul 2022
ପାପି ତପି କେତେ ତୋର ରଥ ଯାତେ ଦେଖିଲେ ବାମନ ରୂପ ହେଲେ ତୋର ଡୋରି ଲାଗିଲାନି ହରି ବଳି ଗଲା କି ମୋ ପାପ ଦେଇଛୁ ସଂସାର ଷଡ ରଜ୍ଜୁ ଯାର ପଡ଼ି ପାଏ ବିଡମ୍ବନା
Loading comments…
Comments
Loading comments…