by Sunanda Mohanty ✓ · 23 Feb 2021
ଛଳନାରେ କିଏ କହେ କେବେ ମିଛ ଛଳନାରେ କେହି ପୋତେ କି ଗଛ ଛଳନାର ମଞ୍ଜି ବୁଣିଲେ ଉଠେ ଯେଉଁ ଦ୍ରୁମ ସେ ଦ୍ରୁମରେ ନାହିଁ ପକ୍ଷୀ ନାହିଁ ଛାଇ ଖାଲି ଭ୍ରମ
Loading comments…
Loading comments…