by SARATA KUMAR DAS ✓ · 17 Jul 2019
ବହଳ ଅନ୍ଧାର ରାଜୁତି କରୁଛି ଠାଏ ଠାଏ ଭଙ୍ଗା ଖୁଣ୍ଟ ଟାଣ ଖରା ପୁଣି ବାଧକ ସାଜିଛି ମନରେ ରହୁନି ଆଣ୍ଟ ଜୀବନଟା ହୀନିମାନ, ସହରରେ ରହି ଗର୍ବ କରୁଥିଲି ଭାଙ୍ଗିଗଲା ବଡପଣ ।।
Loading comments…
Comments
Loading comments…