by KRUTIBAS NAYAK ✓ · 19 Oct 2020
ଦୁଃଖ ଅଭାବରେ ଜଞ୍ଜାଳ ଭିତରେ ଯାତନା ପାଏ ଯେ ଘରେ, ତା'ପାଇଁ ନିଶ୍କୟ ଶହେଗୁଣ ଭଲ ବାସ ସଂଗ୍ରାମ କ୍ଷେତ୍ରରେ | ସ୍ନେହ ପ୍ରେମ ଶ୍ରଦ୍ଧା ତ୍ୟାଗ ସମ୍ଭାବନା ଅଭାବ ଯେଉଁଠି ଥିବ, ନିଜ ଅଧିକାର ନ ଥାଇ କେବଳ ପାଉଥିବ ପରାଭବ |
Loading comments…
Loading comments…