by Sandhya Rani Panigrahy ✓ · 8 Aug 2018
ଝରଣା ବି ଖୋଲିଛି ମଳୟର ସୁଗନ୍ଧ ଭରା କବାଟରେ କାନ ଡେରିଛି ତୁମେ ଆସିବ ପରା ଏ ଅହଲ୍ୟା ପଥର ନ ହୋଇ ପଥର ପାଲଟିଛି ଏ ସୀତା ରାମ ପାଖରେ ଥାଇ ବିରହରେ
Loading comments…
Loading comments…