by Kulamani Sarangi ✓ · 8 Aug 2020
ତେଣୁ ମୋ ସିଦ୍ଧାନ୍ତ,ଯାଇ ପାଞ୍ଚାଳ ସଭାରେ, କନ୍ୟା ଆଶୀର୍ବାଦ ଅନ୍ତେ ଫେରିଯିବା ପୁରେ। ଏତେ ବୋଲି ସଜହେଲା ରାଜା ଜରାସନ୍ଧ, ସହଦେବ କରେ ପ୍ରତ୍ୟାବର୍ତ୍ତନ ପ୍ରବନ୍ଧ।
Loading comments…
Loading comments…